or_tn/mrk/07/06.md

12 lines
1.2 KiB
Markdown

# General Information:
ଏଠାରେ ଯୀଶୁ ଭାବବାଦୀ ଯିଶାଇୟଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି, ଯେ ବହୁ ପୁର୍ବରୁ ଶାସ୍ତ୍ର ଲେଖିଛନ୍ତି I
# with their lips
ଏଠାରେ “ଓଠ” କହିବା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଯଥାର୍ଥ କହିଛନ୍ତି” (ଦେଖ: [[rc://*/ta/man/translate/figs-metonymy]])
# but their heart is far from me
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ବା ଭାବପ୍ରବଣକୁ ବୁଝାଏ I ଏହିପରି ଲୋକକଥା ଅଛି ଯାହା ପ୍ରକାଶ କରେ ଯେ ଲୋକମାନେ ସତ୍ୟରେ ଈଶ୍ବରଙ୍କୁ ସମାଦର କରନ୍ତି ନାହିଁ I ଅନ୍ୟଏକ ଅନୁବାଦରେ: “ କିନ୍ତୁ ସେମାନେ ପ୍ରକୃତରେ ମୋହର ସମାଦର କରନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-idiom]])