or_tn/mrk/07/05.md

1.3 KiB

Why do your disciples not walk according to the tradition of the elders, for they eat their bread with unwashed hands?

ଏଠାରେ “ପାଳନ କରିବା” ନିମନ୍ତେ ଚାଲିବା ଏକ ରୁପକ ଅଟେ I ଯୀଶୁଙ୍କ ଅଧିକାରକୁ ସନ୍ଦେହ କରି ଫାରୁଶୀ ଓ ଶାସ୍ତ୍ରୀମାନେ ପ୍ରଶ୍ନ ପଚାରିଲେ I ଏହା ଦୁଇଟି ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ଶିଷ୍ୟମାନେ ଆମ୍ଭମାନଙ୍କ ପ୍ରାଚୀନମାନଙ୍କ ରିତିନିତି ମାନନ୍ତି ନାହିଁ ! ଆମ୍ଭମାନଙ୍କର ପରମ୍ପରା ଅନୁସାରେ ସେମାନେ ସେମାନଙ୍କର ହାତ ଧୋଇଵା ଉଚିତ I” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metaphor]])

bread

ଏହା ଏକ ତୁଳନାତ୍ମକ ବାକ୍ୟ ଅଟେ, ସାଧାରଣଭାବେ ଖାଦ୍ୟକୁ ଉପସ୍ଥାପନା କରେ I ଅନ୍ୟଏକ ଅନୁବାଦରେ: “ଖାଦ୍ୟ” (ଦେଖ: rc://*/ta/man/translate/figs-synecdoche)