or_tn/mrk/07/02.md

1.5 KiB

General Information:

୩ ଓ ୪ ପଦରେ, ଫାରୁଶୀମାନଙ୍କର ହାତ ଧୋଇଵା ରୀତିନୀତି ବିଷୟରେ ଲେଖକ ପ୍ରାକ ତଥ୍ୟ ପ୍ରଦାନ କରି ଦେଖାଇଲେ ଯେ ଯୀଶୁଙ୍କ ଶିଷ୍ୟମାନେ ଅଧୁଆ ହାତରେ ଖାଇବା ସମ୍ବନ୍ଧରେ କାହିଁକି ଫାରୁଶୀମାନେ ଚିନ୍ତା କରୁଥିଲେ I ଏହି ତଥ୍ୟକୁ ପୁନଃ ସଜାଡି ହେବ ଯେପରି ବୁଝିବା ନିମନ୍ତେ ସହଜ ହେବ, ଯେପରି UST ରେ ଅଛି I (ଦେଖ: [[rc:///ta/man/translate/writing-background]] ଓ [[rc:///ta/man/translate/translate-versebridge]])

They saw

ଫାରୁଶୀ ଓ ଶାସ୍ତ୍ରୀମାନେ ଦେଖିଲେ

that is, unwashed

“ଅଧୁଆ” ଶବ୍ଦ କାହିଁକି ଶିଷ୍ୟମାନଙ୍କ ହାତ ଅଶୁଚି ହେଲା ତାହାକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅର୍ଥାତ, ସେମାନେ ହାତ ଧୋଇଲେ ନାହି” କିମ୍ବା “ଅର୍ଥାତ, ସେମାନେ ସେମାନଙ୍କ ହାତ ଧୁଇଲେ ନାହିଁ” (ଦେଖ: rc://*/ta/man/translate/figs-activepassive)