or_tn/mrk/06/intro.md

8 lines
444 B
Markdown

# ମାର୍କ ୦୬ ସାଧାରଣ ସୁଚନା
## ଏହି ଅଧ୍ୟାୟରେ ବିଶେଷ ଧାରଣା
### “ତୈଳରେ ଅଭିଶିକ୍ତ କରିବା”
ଆଦ୍ୟକାଳରେ, ଲୋକାମାନେ ରୋଗୀମାନଙ୍କ ଉପରେ ଜୀତ ତେଲ ଲଗାଇ ସେମାନଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରୁଥିଲେ I