or_tn/mrk/06/55.md

1.0 KiB

they ran throughout the whole region

କାହିଁକି ସେମାନେ ଏହିସବୁ ଅଞ୍ଚଳରେ ଦୌଡ଼ିଲେ ଏହା ବ୍ୟକ୍ତ କରିବାକୁ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ସେମାନେ ସମ୍ପୁର୍ଣ୍ଣ ଅଞ୍ଚଳକୁ ଯାଇ କହିବାକୁ ଲାଗିଲେ ଯେ ଯୀଶୁ ସେଠାରେ ଥିଲେ” (ଦେଖ: rc://*/ta/man/translate/figs-explicit)

they ran ... they heard

“ସେମାନେ” ଶବ୍ଦ ଲୋକମାନଙ୍କୁ ବୁଝାଏ ଯେଉଁମାନେ ଯୀଶୁଙ୍କୁ ଚିହ୍ନିଲେ, କିନ୍ତୁ ଶିଷ୍ୟମାନଙ୍କୁ ନୁହେଁ I

the sick

ଏହି ବାକ୍ୟାଂଶ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ରୋଗୀ ଲୋକମାନଙ୍କୁ” (ଦେଖ: rc://*/ta/man/translate/figs-nominaladj)