or_tn/mrk/06/19.md

4 lines
703 B
Markdown

# wanted to kill him, but she could not
ହେରୋଦିୟା ଏହି ବାକ୍ୟାଂଶର ବିଷୟ ଅଟନ୍ତି ଓ “ସେ” ତାହାଙ୍କ ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ ଯେହେତୁ ସେ ଚାହୁଁଥିଲେ ଯେ କେହିଜଣେ ଯୋହନଙ୍କୁ ବଧ କରୁ I ଅନ୍ୟଏକ ଅନୁବାଦରେ: “ହେରୋଦିୟା ଚାହୁଁଥିଲେ କେହିଜଣେ ଯୋହନଙ୍କୁ ବଧ କରୁ, କିନ୍ତୁ ସେ ନିଜେ ତାହାଙ୍କୁ ବଧ କରିପାରୁ ନଥିଲେ” (ଦେଖ: [[rc://*/ta/man/translate/figs-metonymy]])