or_tn/mrk/06/16.md

1.3 KiB

General Information:

୧୭ ପଦରେ, ଲେଖକ ହେରୋଦଙ୍କ ବିଷୟରେ ପ୍ରାକ ତଥ୍ୟ ଦେବାକୁ ଆରମ୍ଭ କରିଛନ୍ତି ଯେ କାହିଁକି ସେ ବାପ୍ତିଜକ ଯୋହନଙ୍କ ମୁଣ୍ଡ କାଟ କଲେ” (ଦେଖ: rc://*/ta/man/translate/writing-background)

whom I beheaded

ଏଠାରେ ହେରୋଦ ଆପଣାକୁ ସୁଚିତ କରିବା ନିମନ୍ତେ “ମୁଁ” ଶବ୍ଦ ବ୍ୟବହାର କରୁଛନ୍ତି I “ମୁଁ” ଶବ୍ଦ ହେରୋଦଙ୍କ ସୈନ୍ୟମାନଙ୍କ ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଯାହାଙ୍କର ମୁଣ୍ଡ ଛେଦନ କରିବା ପାଇଁ ମୋର ସୈନିକମାନଙ୍କୁ ଆଦେଶ ଦେଇଥିଲି” (ଦେଖ: rc://*/ta/man/translate/figs-metonymy)

has been raised

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଉଠିଅଛନ୍ତି” (ଦେଖ: rc://*/ta/man/translate/figs-activepassive)