or_tn/mrk/06/15.md

561 B

Some others said, ""He is Elijah.

ଏହା ଏପରି ବ୍ୟକ୍ତ କରିବାକୁ ସହାୟକ ହୋଇପାରେ ଯେ କିଛି ଲୋକ ଭାବିଲେ ସେ ଏଲିୟ ଥିଲେ I ଅନ୍ୟଏକ ଅନୁବାଦରେ: “ଅନ୍ୟ କେହି କହିଲେ, ‘ସେ ଏଲିୟ, ଯାହାଙ୍କୁ ଈଶ୍ବର ଆଉଥରେ ପ୍ରେରଣ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ” (ଦେଖ: rc://*/ta/man/translate/figs-explicit)