or_tn/mrk/06/14.md

16 lines
1.9 KiB
Markdown

# Connecting Statement:
ଯେତେବେଳେ ହେରୋଦ ଯୀଶୁଙ୍କ ଆଶ୍ଚର୍ଯ୍ୟକର୍ମ ବିଷୟରେ ଶୁଣିଲେ, ସେ ବ୍ୟତିବ୍ୟସ୍ତ ହେଲେ, ଯେ କେହିଜଣେ ବାପ୍ତିଜକ ଯୋହନଙ୍କୁ ମୃତ୍ୟୁରୁ ଉଠାଇଛନ୍ତି I (ହେରୋଦ ବାପ୍ତିଜକ ଯୋହନଙ୍କୁ ବଧ କରିଥିଲେ I)
# King Herod heard this
“ଏହା” ଶବ୍ଦ ଯୀଶୁ ଓ ଶିଷ୍ୟମାନେ ଯେଉଁ ସବୁ କାର୍ଯ୍ୟ ବିଭିନ୍ନ ସହର (ନଗର)ରେ କରୁଥିଲେ ସେସବୁକୁ ବୁଝାଏ, ଭୁତ ଛଡାଇବା ଓ ସୁସ୍ଥ କରିବା ଇତ୍ୟାଦି I
# Some were saying, ""John the Baptist has been
କିଛି ଲୋକ କହୁଥିଲେ ଯେ ଯୀଶୁ ବାପ୍ତିଜକ ଯୋହନ ଥିଲେ I ଏହାକୁ ଅଧିକ ସ୍ପଷ୍ଟଭାବେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କେହି କେହି କହିଲେ. ‘ସେ ବାପ୍ତିଜକ ଯୋହନ ଥିଲେ” (ଦେଖ: [[rc://*/ta/man/translate/figs-explicit]])
# John the Baptist has been raised
ଏଠାରେ ଉଠି ଅଛନ୍ତି ଏକ ରୁଢି ଅଟେ ଯାହାର ଅର୍ଥ “ପୁନର୍ବାର ଜୀବିତ ହେଲେ I” ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବାପ୍ତିଜକ ଯୋହନ ମୃତ୍ୟୁରୁ ଉଠିଛନ୍ତି” କିମ୍ବା “ଈଶ୍ବର ବାପ୍ତିଜକ ଯୋହନଙ୍କୁ ମୃତ୍ୟୁରୁ ଉଠାଇଛନ୍ତି” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-idiom]])