or_tn/mrk/06/04.md

689 B

to them

ଲୋକସମୁହକୁ

A prophet is not without honor, except

ଏହି ବାକ୍ୟଗୁଡିକ ସମତୁଲ୍ୟ ଆସ୍ତିକ ଭାବନାକୁ ଗୁରୁତ୍ବ ଦେବା ନିମନ୍ତେ ଦ୍ବି-ନକରାତ୍ମକ ଭାବେ ବ୍ୟବହୃତ ହୁଅନ୍ତି I ଅନ୍ୟଏକ ଅନୁବାଦରେ: “ଭାବାବାଦୀ ସର୍ବଦା ଆଦର ପଆନ୍ତି, ବ୍ୟତିତ” କିମ୍ବା “କେବଳ ଗୋଟିଏ ସ୍ଥାନରେ ଭାବବାଦୀ ଆଦର ପଆନ୍ତି ନାହିଁ” (ଦେଖ: rc://*/ta/man/translate/figs-doublenegatives)