or_tn/mrk/06/03.md

872 B

Is this not the carpenter, the son of Mary and the brother of James and Joses and Judas and Simon? Are his sisters not here with us?

ଏହି ପ୍ରଶ୍ନ ଗୁଡିକ ଏକ ଉକ୍ତି ଭାବରେ ଉଲ୍ଲେଖ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଜଣେ ସାଧାରଣ ବଢେଇ ଅଟେ ! ଆମ୍ଭେମାନେ ତାକୁ ଓ ତାହାର ପରିବାରକୁ ଜାଣିଛୁ I ଆମ୍ଭେମାନେ ଜାଣୁ ତାହାର ମାତା ମରିୟମ. ଆମ୍ଭେ ଜାଣୁ ତାହାର ଭାଇ ଯାକୁବ, ଯୋଶୀ, ଯିହୁଦା ଓ ଶିମୋନ I ଏହାର ଭଉଣୀମାନେ ଆମ୍ଭମାନଙ୍କ ସଙ୍ଗରେ ରହନ୍ତି” (ଦେଖ: rc://*/ta/man/translate/figs-rquestion)