or_tn/mrk/05/36.md

783 B

General Information:

୩୭ ଓ ୩୮ ପଦରେ ତଥ୍ୟକୁ ଆଉଥରେ ସଜାଡି ଘଟଣା ଗୁଡିକୁ କ୍ରମାନ୍ବୟରେ ଉପସ୍ଥାପନ କର ଯେପରି ସେଗୁଡିକ ଘଟିଅଛି, ଯେପରି UST ରେ ଅଛି I (ଦେଖ: [[rc:///ta/man/translate/figs-events]] ଓ [[rc:///ta/man/translate/translate-versebridge]])

Just believe

ଯଦି ଆବଶ୍ୟକ ହୁଏ, ଯୀଶୁ କେଉଁ ଆଦେଶ ଯାଇରସଙ୍କୁ ବିଶ୍ବାସ କରିବାକୁ ଦେଉଛନ୍ତି ତାହା ବ୍ୟକ୍ତ କରି ପାରିବ I ଅନ୍ୟଏକ ଅନୁବାଦରେ: “ବିଶ୍ବାସ କର ତୁମର ଝିଅ ବଞ୍ଚିବ”