or_tn/mrk/05/25.md

16 lines
1.5 KiB
Markdown

# Connecting Statement:
ଯୀଶୁ ସୁସ୍ଥ କରିବା ନିମନ୍ତେ ସେହି ଲୋକର ବାର ବର୍ଷର ଝିଅଟିଏ ଘରକୁ ଯିବା ରାସ୍ତାରେ, ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରସ୍ତ ଜଣେ ସ୍ତ୍ରୀଲୋକ ବାଧା ଦେଲା ଯେପରି ଯୀଶୁଙ୍କୁ ଛୁଇଁଵା ଦ୍ବାରା ସୁସ୍ଥ ହେବ I
# Now a woman was there
ବର୍ତ୍ତମାନ ଏହା ସୁଚିତ କରେ ଯେ ଏହି ସ୍ତ୍ରୀ ଲୋକ କାହାଣୀର ପରିଚୟ କରେ I ତୁମ ଭାଷାରେ କିପରି ଜଣେ ନୁଆ ଲୋକକୁ କାହାଣୀରେ ପରିଚିତ କରନ୍ତି ଭାବି ଦେଖ I (ଦେଖ: [[rc://*/ta/man/translate/writing-participants]])
# who had a flow of blood for twelve years
ସେହି ସ୍ତ୍ରୀ ଲୋକର ଖୋଲା ଖୋଲି କ୍ଷତ ନଥିଲା; ପରିବର୍ତ୍ତେ, ତାହାର ମାସିକ ସ୍ରାବ ବନ୍ଦ ହେଉନଥିଲା. ଏହି ଅବସ୍ଥାକୁ ନମ୍ରତାର ସହିତ ବୁଝିବା ନିମନ୍ତେ କିଛି ଉପାୟ ଥାଇପାରେ (ଦେଖ:[[rc://*/ta/man/translate/figs-euphemism]])
# for twelve years
୧୨ ବର୍ଷ ପର୍ଯ୍ୟନ୍ତ (ଦେଖ: [[rc://*/ta/man/translate/translate-numbers]])