or_tn/mrk/05/20.md

8 lines
855 B
Markdown

# Decapolis
ଏହା ହେଉଛି ଗୋଟିଏ ଅଞ୍ଚଳର ନାମ ଯାହାର ଅର୍ଥ ଦଶ ସହର I ଏହା ଗାଲିଲି ସମୁଦ୍ରର ଦକ୍ଷିଣ-ପୁର୍ବ ଅଞ୍ଚଳରେ ଅବସ୍ଥିତ ଅଟେ I (ଦେଖ: [[rc://*/ta/man/translate/translate-names]])
# everyone was amazed
ଏହା ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇପାରେ ଯେ କାହିଁକି ଲୋକମାନେ ଆଶ୍ଚର୍ଯ୍ୟ ହେଲେ I ଅନ୍ୟଏକ ଅନୁବାଦରେ: “ସମସ୍ତ ଲୋକମାନେ ସେହି ଲୋକ ପ୍ରତି ଯାହା ଘଟିଥିଲା ଯିଏ ଶୁଣିଲା ସେଥିରେ ଚମତ୍କୃତ ହେଲେ” (ଦେଖ: [[rc://*/ta/man/translate/figs-ellipsis]])