or_tn/mrk/04/intro.md

1.5 KiB

ମାର୍କ ୦୪ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

ମାର୍କ ୪:୩-୧୦ ଗୋଟିଏ ଦୃଷ୍ଟାନ୍ତ ଗଠନ ହୋଇଛି I ଦୃଷ୍ଟାନ୍ତ ଟି ୪:୧୪-୨୩ରେ ବର୍ଣ୍ଣନା ହୋଇଛି I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି

ULT,୪:୧୨ର କବିତାସହିତ ଏପରି କରିଛି I ଯେଉଁଗୁଡିକ ପୁରାତନ ନିୟମରୁ ଆସିଅଛି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଦୃଷ୍ଟାନ୍ତ ସମୁହ

ଦୃଷ୍ଟାନ୍ତ ଗୁଡିକ ଛୋଟ ଛୋଟ କାହାଣୀ ଯାହା ଯୀଶୁ କହିଲେ ଯେପରି ଲୋକମାନେ ସହଜରେ ଶିକ୍ଷାଗୁଡିକ ବୁଝି ପାରିବେ ସେ ଯେଉଁ ଶିକ୍ଷା ଦେବାକୁ ଚାହାନ୍ତି I ସେ ମଧ୍ୟ କାହାଣୀଗୁଡିକ କହିଛନ୍ତି ଯେଉଁମାନେ ତାହାଙ୍କ ଉପରେ ବିଶ୍ବାସ କରିବେ ନାହିଁ ସେମାନେ ତାହାର ସତ୍ୟତା ବୁଝି ପାରିବେ ନାହିଁ I