or_tn/mrk/04/41.md

670 B

Who then is this, because even the wind and the sea obey him?

ଶିଷ୍ୟମାନେ ବିସ୍ମୟାନ୍ବିତ ହୋଇ ଯୀଶୁ ଯାହା କଲେ ସେହି ପ୍ରଶ୍ନ ପଚାରିଲେ I ଏହି ପ୍ରଶ୍ନକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏ ବ୍ୟକ୍ତି ସାଧାରଣ ବ୍ୟକ୍ତି ପରି ନୁହନ୍ତି; ଏପରିକି ପବନ ଓ ସମୁଦ୍ର ଉଭୟ ତାହାଙ୍କ ଆଜ୍ଞା ମାନନ୍ତି !” (ଦେଖ: rc://*/ta/man/translate/figs-rquestion)