or_tn/mrk/04/40.md

802 B

Then he said to them

ଓ ଯୀଶୁ ଶିଷ୍ୟମାନଙ୍କୁ କହିଲେ

Why are you afraid? Do you still not have faith?

ଯୀଶୁ ପ୍ରଶ୍ନ ମାଧ୍ୟମରେ ଶିଷ୍ୟମାନଙ୍କୁ ଭାବିବାକୁ ଦେଲେ ଯେ ସେ ସେମାନଙ୍କର ସଙ୍ଗେ ଥାଉ ଥାଉ ସେମାନେ କାହିଁକି ଭୟ କଲେ I ସେହି ପ୍ରଶ୍ନକୁ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଭୟ କରନାହିଁ. ତୁମ୍ଭମାନଙ୍କର ଆହୁରି ଅଧିକ ବିଶ୍ବାସ ଆବଶ୍ୟକ” (ଦେଖ: rc://*/ta/man/translate/figs-rquestion)