or_tn/mrk/04/34.md

645 B

when he was alone

ଏହାର ଅର୍ଥ ଯେ ସେ ଲୋକସମୁହଠାରୁ ଦୁରରେ ଥିଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କ ସଙ୍ଗରେ ଥିଲେ I

he explained everything

ଏଠାରେ “ସମସ୍ତ ବିଷୟ” ଏକ ଅତିରଞ୍ଜିତ ବାକ୍ୟ ଅଟେ I ସେ ସମସ୍ତ ଦୃଷ୍ଟାନ୍ତ ବର୍ଣ୍ଣନା କଲେ I ଅନ୍ୟଏକ ଅନୁବାଦରେ: “ସେ ସମସ୍ତ ଦୃଷ୍ଟାନ୍ତ ବୁଝାଇ ଦେଲେ” (ଦେଖ: rc://*/ta/man/translate/figs-hyperbole)