or_tn/mrk/04/33.md

664 B

he spoke the word to them

ଏଠାରେ ଏହା “ଈଶ୍ବରଙ୍କ ସମ୍ବାଦ” ଶବ୍ଦର ରୁପକ ଅଟେ I “ସେମାନଙ୍କୁ” ଶବ୍ଦ ଲୋକସମୁହକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ଈଶ୍ବରଙ୍କ ବାକ୍ୟ ସେମାନଙ୍କୁ ଶିକ୍ଷା ଦେଲେ” (ଦେଖ: rc://*/ta/man/translate/figs-synecdoche)

as much as they were able to understand

ଓ ସେମାନେ ଯଦି କିଛି ବୁଝିଥିବେ, ସେ ସେମାନଙ୍କୁ ଆହୁରି ଅଧିକ କହି ଚାଲିବେ