or_tn/mrk/04/30.md

615 B

To what can we compare the kingdom of God, or what parable can we use to explain it?

ଈଶ୍ବରଙ୍କ ରାଜ୍ୟ ବିଷୟରେ ଶ୍ରୋତାମାନଙ୍କୁ ଚିନ୍ତା କରିବା ନିମନ୍ତେ ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ପଚାରିଲେ I ଅନ୍ୟଏକ ଅନୁବାଦରେ: “ଏହି ଦୃଷ୍ତାନ୍ତରେ ଈଶ୍ବରଙ୍କ ରାଜ୍ୟ କିପ୍ରକାର ତାହା ମୁ ବର୍ଣନା କରି ପାରେ” (ଦେଖ: rc://*/ta/man/translate/figs-rquestion)