or_tn/mrk/04/26.md

736 B

ପରେ ଯୀଶୁ ଲୋକମାନଙ୍କୁ ଦୃଷ୍ଟାନ୍ତ ଦେଇ ଈଶ୍ବରଙ୍କ ରାଜ୍ୟ ବିଷୟରେ ବୁଝାଇଲେ, ଯାହାକୁ ପରବର୍ତ୍ତୀ ସମୟରେ ସେ ଶିଷ୍ୟମାନଙ୍କୁ ବର୍ଣ୍ଣନା କଲେ I (ଦେଖ: rc://*/ta/man/translate/figs-parables)

like a man who sows his seed

ଯୀଶୁ ଜଣେ କୃଷକ ସହିତ ଈଶ୍ବରଙ୍କ ରାଜ୍ୟକୁ ସଂଯୁକ୍ତ କଲେ ଯେ ବିହନ ବୁଣୁଛି I ଅନ୍ୟଏକ ଅନୁବାଦରେ: “କୃଷକ ଯେପରି ବୀଜ ବୁଣେ” (ଦେଖ: rc://*/ta/man/translate/figs-simile)