or_tn/mrk/04/23.md

1.9 KiB

If anyone has ears to hear, let him hear

ଯୀଶୁ ବର୍ତ୍ତମାନ ଯାହା କହିଲେ ତାହା ଗୁରୁତ୍ବପୁର୍ଣ୍ଣ ଅଟେ ଓ ଏହା ଅଭ୍ୟାସ ଓ ବୁଝିବା ନିମନ୍ତେ ଯତ୍ନରେ ରହିବା ଗୁରୁତ୍ବପୂର୍ଣ୍ଣ ଅଟେ I ଏଠାରେ “ଯାହାର କାନ ଅଛି ସେ ଶୁଣୁ” ବାକ୍ୟାଂଶ ବୁଝିବା ଓ ପାଳନ କରିବା ନିମନ୍ତେ ଲକ୍ଷଣ ସୁଚକ ଶବ୍ଦ ଅଟେ I ଦେଖ ତୁମେ ଏହି ସମାନ ବାକ୍ୟାଂଶକୁ [ମାର୍କ ୪:୯] (../04/09.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟଏକ ଅନୁବାଦରେ: “ଯଦି କେହି ଶୁଣିବାକୁ ଇଛା କରେ ସେ ଶୁଣୁ” କିମ୍ବା “ଯଦି କେହି ବୁଝିବାକୁ ଇଛା କରେ, ସେ ବୁଝୁ ଓ ପାଳନ କରୁ” (ଦେଖ: rc://*/ta/man/translate/figs-metonymy)

If anyone ... let him

ଯେହେତୁ ଯୀଶୁ ସିଧାସଳଖ ଭାବେ ତାହାଙ୍କ ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ହୁଏତ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ପସନ୍ଦ କରି ପାରିବ I ଦେଖ ତୁମେ ଏହି ସମାନ ବାକ୍ୟାଂଶକୁ [ମାର୍କ ୪:୯] (../04/09.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଛା କର, ଶୁଣ” କିମ୍ବା “ଯଦି ତୁମ୍ଭେମାନେ ବୁଝିବାକୁ ଇଚ୍ଛା କର, ତେବେ ବୁଝ ଓ ପାଳନ କର” (ଦେଖ: rc://*/ta/man/translate/figs-123person)