or_tn/mrk/04/13.md

1.1 KiB

Connecting Statement:

ଯୀଶୁ ଭୁମିର ଦୃଷ୍ଟାନ୍ତ ଶିଷ୍ୟମାନଙ୍କୁ ବୁଝାଇଲେ ଓ ତା’ପରେ ସେ ମାଣ ତଳ ଦ୍ବୀପ ସମ୍ବନ୍ଧରେ କହିଲେ ଯେ ଲୁକାୟିତ ବିଷୟ ଆଲୋକରେ ପ୍ରକାଶିତ ହେବ I

Then he said to them

ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ

Do you not understand this parable? How then will you understand all the other parables?

ଯୀଶୁ ପ୍ରଶ୍ନ ମାଧ୍ୟମରେ ଦେଖାଇବାକୁ ଚାହାନ୍ତି ଯେ ସେ କେତେ ଦୁଖିତ କାରଣ ତାହାଙ୍କ ଶିଷ୍ୟମାନେ ଏହି ଦୃଷ୍ଟାନ୍ତ ବୁଝି ପାରିଲେ ନାହିଁ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁନାହଁ, ତେବେ କିପ୍ରକାର ସମସ୍ତ ଦୃଷ୍ତାନ୍ତ ବୁଝିବ” (ଦେଖ: rc://*/ta/man/translate/figs-rquestion)