or_tn/mrk/04/12.md

12 lines
1.5 KiB
Markdown

# when they look ... when they hear
ଏହା ବୁଝାଯାଇ ପରେ ଯେ ଯୀଶୁ ଲୋକମାନଙ୍କୁ ସେ ଯାହା ଦେଖାଇଛନ୍ତି ଓ ସେମାନଙ୍କୁ ଯାହା କହିଛନ୍ତି ସେମାନେ ତାହା ଶୁଣିଛନ୍ତି ସେହି ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ଯେପରି ସେମାନେ ଦେଖିବେ ମୁଁ କ’ଣ କରୁଛି ... ସେମାନେ ଯେତେବେଳେ ଶୁଣିବେ ମୁଁ ଯାହା କହୁଛି” (ଦେଖ: [[rc://*/ta/man/translate/figs-explicit]])
# they look, but do not see
ଯୀଶୁ ଲୋକମାନଙ୍କ ବୁଝିବା ବିଷୟରେ କହନ୍ତି ସେମାନେ ଯାହା ଦେଖନ୍ତି ପ୍ରକୃତରେ ତାହା ବୁଝନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଦେଖନ୍ତି କିନ୍ତୁ ବୁଝନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# they would turn
ଈଶ୍ବରଙ୍କ ନିକଟକୁ ଫେର I ଏଠାରେ “ଅନୁତାପ କରିବା” ନିମନ୍ତେ “ଫେରିବା” ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ସେମାନେ ଅନୁତାପ କରିବେ” (ଦେଖ: [[rc://*/ta/man/translate/figs-metaphor]])