or_tn/mrk/03/24.md

1.1 KiB

If a kingdom is divided against itself

“ରାଜ୍ୟ” ଶବ୍ଦ ଲୋକମାନଙ୍କ ନିମନ୍ତେ ଲକ୍ଷଣ ସୁଚକ ଅଟେ ଯେଉଁମାନେ ରାଜ୍ୟରେ ବାସ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଯଦି ଲୋକମାନେ କୌଣସି ରାଜ୍ୟରେ ବାସ କରୁଛନ୍ତି ପରସ୍ପର ବିରୁଦ୍ଧରେ ଉଠନ୍ତି” (ଦେଖ: rc://*/ta/man/translate/figs-metonymy)

cannot stand

ଏହା ବାକ୍ୟଖଣ୍ଡ ଏକ ରୁପକ ଅଟେ ଯାହାର ଅର୍ଥ ଯେ ଲୋକାମାନେ ଆଉ ଏକତ୍ର ହୋଇ ନରହିବେ ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ I ଅନ୍ୟଏକ ଅନୁବାଦରେ: ସ୍ଥିର ହୋଇ ରହି ପାରିବ ନାହିଁ” କିମ୍ବା “ପତନ ହେବ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-litotes]])