or_tn/mrk/03/20.md

568 B

Then he went home

ପରେ ସେ ଘରକୁ ଆସିଲେ ଯେଉଁଠାରେ ସେ ରହୁ ଥିଲେ I

they could not even eat bread

“ରୋଟୀ” ଭୋଜନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଭୋଜନ ସୁଦ୍ଧା କରି ପାରିଲେ ନାହିଁ” କିମ୍ବା “ସେମାନେ କିଛି ଖାଇ ପାରିଲେ ନାହିଁ” (ଦେଖ: rc://*/ta/man/translate/figs-synecdoche)