or_tn/mrk/03/09.md

1.3 KiB

General Information:

୯ ପଦ ଲୋକସମୁହ ତାହାଙ୍କ ଚାରିଆଡେ ମାଡି ଆସୁଥିବା କାରଣରୁ ଯୀଶୁ ଶିଷ୍ୟମାନଙ୍କୁ କ’ଣ କହିଲେ ପ୍ରକାଶ କରେ I ୧୦ ପଦ କାହିଁକି ଲୋକସମୁହ ଯୀଶୁଙ୍କ ଚାରିପାଖରେ ଥିଲେ ତାହା ପ୍ରକାଶ କରେ I ଏହି ପଦ ଗୁଡିକର ତଥ୍ୟକୁ କ୍ରମାନୁସାରେ ପ୍ରତ୍ୟକ ଘଟୁଥିବା ଘଟଣାବଳୀକୁ ସଜାଡି ଲେଖ, ଯେପରି UST କରିଅଛି I (ଦେଖ: rc://*/ta/man/translate/figs-events)

He told his disciples to have a small boat ... not press against him

ଭିଡ ସକାଶୁ, ଲୋକ ସମୁହ ଯେପରି ଯୀଶୁଙ୍କ ଆଡକୁ ଆଗ ପଛ ଠେଲାପେଲା ହେଉଥିଲେ, ସେ ହୁଏତ ସେମାନଙ୍କର ଠେଲାପେଲାରେ ଦଳାଚକଟା ହେବା ବିପ୍ପଦରେ ଥିଲେ I ସେମାନେ ତାହାଙ୍କୁ ଉଦ୍ଦେଶ୍ୟମୁଳକ ଭାବେ ମାଡି ପଡୁ ନଥିଲେ I ଏହା କେବଳ ସେଠାରେ ଏତେ ଲୋକଭିଡ଼ ଥିଲା I