or_tn/mrk/03/04.md

1.7 KiB

Is it lawful to do good on the Sabbath ... or to kill?

ସେମାନଙ୍କୁ ଆହ୍ବାନ ଦେବା ନିମନ୍ତେ ଯୀଶୁ ଏହି କଥା କହିଲେ. ସେ ସେମାନଙ୍କୁ ସ୍ବୀକାର କରିବାକୁ ଇଚ୍ଛା କଲେ ଯେ ବିଶ୍ରାମବାର ରେ ସୁସ୍ଥ କରିବା ବିଧିସଂଗତ ଅଟେ I (ଦେଖ: rc://*/ta/man/translate/figs-rquestion)

to do good on the Sabbath day or to do harm ... to save a life or to kill

ସେହି ଦୁଇ ଫାରୁଶୀ ଅର୍ଥ ସମାନ ଅଟେ, ତାହା ବ୍ୟତୀତ ଦ୍ଵିତୀୟଟି ଅତ୍ୟନ୍ତ ଅଧିକ I (ଦେଖ: rc://*/ta/man/translate/figs-parallelism)

to save a life or to kill

“ଏହା ବିଧିସଂଗତ” ପୁନରାବୃତ୍ତି କଲେ ଲାଭଦାୟକ ହେବ ଯଥା ତାହା ହିଁ ହେଉଛି ପ୍ରଶ୍ନ ଅନ୍ୟଭାବେ ଯୀଶୁ ପଚାରୁଛନ୍ତି I ଅନ୍ୟଏକ ଅନୁବାଦରେ: “ପ୍ରାଣ ରକ୍ଷା କରିବା ନା ବିନାଶ କରିବା” (ଦେଖ: rc://*/ta/man/translate/figs-ellipsis)

a life

ଏହା ଶାରିରୀକ ଜୀବନକୁ ବୁଝାଏ ଓ ଜଣେ ବ୍ୟକ୍ତି ନିମନ୍ତେ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “କାହାକୁ ମୃତ୍ୟୁରୁ” କିମ୍ବା “କାହାରି ଜୀବନ” (ଦେଖ: rc://*/ta/man/translate/figs-metonymy)

But they were silent

କିନ୍ତୁ ସେମାନେ ନିରୁତ୍ତର ହୋଇ ଗଲେ