or_tn/mrk/02/27.md

1.6 KiB

The Sabbath was made for mankind

ଯୀଶୁ ସ୍ପଷ୍ଟ କରି ବୁଝାଇ ଦେଲେ ଯେ ଈଶ୍ବର କାହିଁକି ବିଶ୍ରାମ ବାର ପାଳନ କରିବାକୁ ଆଜ୍ଞା ଦେଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ବିଶ୍ରାମବାର ମନୁଷ୍ୟ ନିମନ୍ତେ ସ୍ଥାପନ କଲେ” (ଦେଖ: rc://*/ta/man/translate/figs-activepassive)

mankind

ମନୁଷ୍ୟ କିମ୍ବା “ଲୋକମାନେ” କିମ୍ବା “ଲୋକମାନଙ୍କର ଆବଶ୍ୟକତା I” ଏଠାରେ ଏହି ବାକ୍ୟଗୁଡିକ ଉଭୟ ପୁରୁଷ ଓ ସ୍ତ୍ରୀ ମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-gendernotations)

not mankind for the Sabbath

“ସ୍ଥାପିତ ହୋଇଥିଲା” ଶବ୍ଦଗୁଡିକ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ସେଗୁଡିକ ଏଠାରେ ପୁନରାବୃତି ହୋଇଛି I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ” କିମ୍ବା “ଈଶ୍ବର ବିଶ୍ରାମବାର ନିମନ୍ତେ ମନୁଷ୍ୟକୁ ତିଆରି କରି ନାହାନ୍ତି” (ଦେଖ: rc://*/ta/man/translate/figs-ellipsis)