or_tn/mrk/02/24.md

16 lines
1.7 KiB
Markdown

# Connecting Statement:
ଫାରୁଶୀମାନେ ଶିଷ୍ୟମାନେ କଣ କରୁଥିଲେ ସେହି ବିଷୟରେ ପ୍ରଶ୍ନ ପଚାରିଲେ (୨୩ ପଦ) I
# doing something that is not lawful on the Sabbath day
ଅନ୍ୟ ଜଣକ ଶସ୍ୟ କ୍ଷେତରୁ ଶିଶା ଛିଣ୍ଡାଇ ଖାଇବା (୨୩ ପଦ) କେହି ଚୋରି ବୋଲି ମନେ କରନ୍ତି ନାହିଁ I ପ୍ରଶ୍ନଟି ଏପରି ଯେ ବିଶ୍ରାମବାରରେ ଏହା କରିବା ବିଧି ସଂଗତ କି ନୁହେଁ I
# Look, why are they doing something that is not lawful on the Sabbath day?
ଯୀଶୁଙ୍କୁ ଦୋଷାରୋପ କରିବା ନିମନ୍ତେ ଫାରୁଶୀମାନେ ଏହି ପ୍ରଶ୍ନ ପଚାରିଲେ I ଏହାକୁ ଉକ୍ତି ଭବାରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦେଖ ! ବିଶ୍ରାମ ବାର ଯିହୁଦୀ ବିଧିକୁ ସେମାନେ ଅବଜ୍ଞା କରୁଛନ୍ତି I“ (ଦେଖ: [[rc://*/ta/man/translate/figs-rquestion]])
# Look
ଦେଖ କିମ୍ବା “ଶୁଣ” କିଛି ଦେଖାଇବା ନିମନ୍ତେ କାହାର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଏ I ଯଦି ତୁମ ଭାଷାରେ କାହାର ଆକର୍ଷଣ କରିବା ପାଇଁ ସେପରି କିଛି ଶବ୍ଦ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କର I