or_tn/mrk/02/23.md

1.5 KiB

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଶାସ୍ତ୍ରରୁ ଗୋଟିଏ ଉଦାହରଣ ଦେଲେ ଦେଖାଇଲେ ଯେ କାହିଁକି ଶିଷ୍ୟମାନେ ବିଶ୍ରାମ ବାରରେ ଶସ୍ୟ ଛିଣ୍ଡାଇବା ଭୁଲ ନୁହେଁ I

pick heads of grain

ଅନ୍ୟ ଜଣକ ଶସ୍ୟ କ୍ଷେତରୁ ଶିଶା ଛିଣ୍ଡାଇ ଖାଇବା କେହି ଚୋରି ବୋଲି ମନେ କରନ୍ତି ନାହିଁ I ପ୍ରଶ୍ନଟି ଏହା ଥିଲା ଯେ ବିଶ୍ରାମ ବାରରେ ଏହା କରିବା ବିଧି ସଂଗତ କି ନୁହେଁ I ଶିଷ୍ୟମାନେ ଶସ୍ୟର ଅଗ୍ରଭାଗ ଛିଣ୍ଡାଇ ଶିଶା, କିମ୍ବା ସେଗୁଡିକର ମଞ୍ଜି ଖାଇଲେ I ପୁରା ଅର୍ଥ ବୁଝାଇବା ନିମନ୍ତେ ଶବ୍ଦ ପୁଞ୍ଜଗୁଡିକୁ ବ୍ୟବହାର କର I ଅନ୍ୟଏକ ଅନୁବାଦରେ: “ଶସ୍ୟର ଅଗ୍ରଭାଗ ଛିଣ୍ଡାଇ ମଞ୍ଜି ଖାଇଲେ” (ଦେଖ: rc://*/ta/man/translate/figs-explicit)

heads of grain

“ଅଗ୍ରଭାଗ” ଗହମ ଶସ୍ୟର ଉପର ଅଂଶ, ଏହା ଏକ ପ୍ରକାର ଲମ୍ବା ଘାସ ସଦୃଶ ଅଟେ I ଶସ୍ୟର ଅଗ୍ରଭାଗରେ ପରିପକ୍ବ ଶସ୍ୟ କିମ୍ବା ମଞ୍ଜି ଥାଏ I