or_tn/mrk/02/21.md

467 B

No one sews a piece of new cloth on an old garment

କେହି ନୁଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ ପକାଇଲେ ନୁଆ ତାଳି ପୁରୁଣା ଲୁଗାକୁ ବେଶୀ ଛିଣ୍ଡାଇ ଦିଏ ଓ ଆହୁରି ଉଭୟ ନୁଆ ଓ ପୃରୁଣା ଲୁଗାରେ ବଡ ଚିରା ହୁଏ I (ଦେଖ: rc://*/ta/man/translate/figs-explicit)