or_tn/mrk/02/19.md

914 B

Can the wedding attendants fast while the bridegroom is still with them?

ଯୀଶୁ ପ୍ରଶ୍ନ ବ୍ୟବହାର କରି ସେମାନଙ୍କୁ ପୁର୍ବରୁ ଜାଣିଥିବା ବିଷୟ ମନେ ପକାଇ ଦେଲେ ଓ ସେମାନଙ୍କୁ ଉତ୍ସାହିତ କଲେ ଯେ ଏହାକୁ ତାହାଙ୍କ ନିମନ୍ତେ ଓ ତାହାଙ୍କ ଶିଷ୍ୟମାନଙ୍କ ନିମନ୍ତେ ବିନିଯୋଗ ଅଟେ I ଅନ୍ୟଏକ ଅନୁବାଦରେ: “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରି ପାରନ୍ତି I ବରଂ ସେମାନେ ଉତ୍ସବ ପାଳନ କରନ୍ତି ଓ ଭୋଜନ ପାନ କରନ୍ତି I” (ଦେଖ: rc://*/ta/man/translate/figs-rquestion)