or_tn/mrk/02/10.md

8 lines
650 B
Markdown

# But in order that you may know
କିନ୍ତୁ ଯେପରି ତୁମ୍ଭେମାନେ ଜାଣିବ I “ତୁମ୍ଭେମାନେ” ଶବ୍ଦ ଶାସ୍ତ୍ରୀ ଓ ଲୋକସମୁହକୁ ବୁଝାଏ I
# that the Son of Man has authority
ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ସମ୍ବୋନ୍ଧନ କଲେ I ଅନ୍ୟଏକ ଅନୁବାଦରେ: “ଯେ ମୁଁ ଈଶ୍ବରଙ୍କ ପୁତ୍ର ଓ ପାପ କ୍ଷମା କରିବାର ଅଧିକାର ମୋହର ଅଛି” (ଦେଖ: [[rc://*/ta/man/translate/figs-123person]])