or_tn/mrk/01/39.md

566 B

He went throughout all of Galilee

“ସମୁଦାୟ” ଶବ୍ଦ ଗୁରୁତ୍ବତାକୁ ବ୍ୟବହାର କରି ଅତିରଞ୍ଜିତ କରି ବୁଝାଏ ଯେ ଯୀଶୁ ତାହାଙ୍କ ସେବାକାର୍ଯ୍ୟର ଅବଧି ମଧ୍ୟରେ ଅନେକ ସ୍ଥାନକୁ ଗଲେ I ଅନ୍ୟଏକ ଅନୁବାଦରେ: “ସେ ସମୁଦାୟ ଗାଲିଲିରେ ଅନେକ ସ୍ଥାନ ଭ୍ରମଣ କଲେ” (ଦେଖ: rc://*/ta/man/translate/figs-hyperbole)