or_tn/mrk/01/33.md

737 B

The whole city gathered together at the door

ଲକ୍ଷଣ ସୂଚକ ଶବ୍ଦ “ନଗର” ସହରରେ ବାସ କରୁଥିବାକୁ ଲୋକମାନଙ୍କୁ ବୁଝାଏ I ଏଠାରେ “ସମସ୍ତ” ଶବ୍ଦ ହୁଏତ ସର୍ବସାଧାରଣରେ ଗୁରୁତ୍ଵ ଦିଏ ଯେ ଏକତ୍ର ହୋଇଥିବା ଅଧିକାଂଶ ଲୋକାମାନେ ସହରରୁ ଥିଲେ I ଅନ୍ୟଏକ ଅନୁବାଦରେ: “ପୁଣି ନଗରବାସୀ ସମସ୍ତେ ଦ୍ଵାର ନିକଟରେ ଏକତ୍ର ହେଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-hyperbole]] )