or_tn/mrk/01/31.md

1.1 KiB

raised her up

ତାହାକୁ ଉଠାଇଲେ କିମ୍ବା “ଶଯ୍ୟାରୁ ଉଠିବା ନିମନ୍ତେ ସକ୍ଷମ କରିଲେ”

the fever left her

ତୁମେ ହୁଏତ ଯେ ତାହାଙ୍କୁ ସୁସ୍ଥ କଲେ ତାହାଙ୍କ ସମ୍ବନ୍ଧରେ ଅନ୍ତର୍ହିତ ତଥ୍ୟ ସ୍ପଷ୍ଟ କରିବାକୁ ଇଛା କରିପାର I ଅନ୍ୟଏକ ଅନୁବାଦରେ: “ଯୀଶୁ ତାହାକୁ ଜ୍ବରରୁ ସୁସ୍ଥ କଲେ” (ଦେଖ: rc://*/ta/man/translate/figs-explicit)

she started serving them

ତୁମେ ହୁଏତ ଯେ ତାହାଙ୍କୁ ଖାଦ୍ୟ ପରଶିଲେ ତାହାଙ୍କ ସମ୍ବନ୍ଧରେ ଅନ୍ତର୍ହିତ ତଥ୍ୟ ସ୍ପଷ୍ଟ କରିବାକୁ ଇଛା କରିପାର I ଅନ୍ୟଏକ ଅନୁବାଦରେ: “ସେ ସେମାନଙ୍କୁ ଖାଦ୍ୟ ଓ ପାନରେ ପରିଚର୍ଯ୍ୟା କରିବାକୁ ଲାଗିଲେ” (ଦେଖ: rc://*/ta/man/translate/figs-explicit)