or_tn/mrk/01/27.md

8 lines
1.0 KiB
Markdown

# they asked each other, ""What is this? A new teaching with authority! ... and they obey him!
ଲୋକମାନଙ୍କର ବିସ୍ମୟାନ୍ବିତ ଦେଖାଇବା ନିମନ୍ତେ ସେମାନେ ଦୁଇଟି ପ୍ରଶ୍ନ ପଚାରିଲେ I ପ୍ରଶ୍ନଟି ବିସ୍ମୟାନ୍ବିତ ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ପରସ୍ପରକୁ କହିବାକୁ ଲାଗିଲେ. “ଏହା ଆଶ୍ଚର୍ଯ୍ୟଜନକ ଅଟେ ! ସେ ନୁତନ ଶିକ୍ଷା ଦେଉଛନ୍ତି, ଓ ସେ ଅଧିକାରପ୍ରାପ୍ତ ବ୍ୟକ୍ତି ପରି କହୁଛନ୍ତି ! ... ଓ ସେମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି !’” (ଦେଖ: [[rc://*/ta/man/translate/figs-rquestion]])
# He even commands
“ସେ” ଶବ୍ଦ ଯୀଶୁଙ୍କୁ ବୁଝାଏ I