or_tn/mrk/01/24.md

1.3 KiB

What do we have to do with you, Jesus of Nazareth?

ଅଶୁଚି ଆତ୍ମାବିଷ୍ଟ ବ୍ୟକ୍ତି ଏହି ଅଳଙ୍କାରିକ ପ୍ରଶ୍ନ ପଚାରିଲେ ଯାହାର ଅର୍ଥ ଯୀଶୁ ସେମାନଙ୍କ ସହିତ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଓ ସେମାନେ ତାଙ୍କୁ ଛାଡିବା ପାଇଁ ଇଛା କଲେ I ଅନ୍ୟଏକ ଅନୁବାଦରେ: “ହେ ନାଜରିତିୟ ଯୀଶୁ, ଆମ୍ଭମାନଙ୍କୁ ଏକୁଟିଆ ଛାଡିଦିଅ ! ତୁମେ ଆମ୍ଭ ସହିତ ହସ୍ତକ୍ଷେପ କରିବା ନିମନ୍ତେ ସେଠାରେ କୌଣସି କାରଣ ନାହିଁ” (ଦେଖ: rc://*/ta/man/translate/figs-rquestion)

Have you come to destroy us?

ଅଶୁଚି ଆତ୍ମାବିଷ୍ଟ ବ୍ୟକ୍ତି ଏହି ଅଳଙ୍କାରିକ ପ୍ରଶ୍ନ କରିବା ଦ୍ବାରା ସେ ସେମାନଙ୍କୁ ବିନାଶ ନକରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କଲା I ଅନ୍ୟଏକ ଅନୁବାଦରେ: “ଆମ୍ଭ ମାନଙ୍କୁ ବିନାଶ ନକର !” (ଦେଖ: rc://*/ta/man/translate/figs-rquestion)