or_tn/mrk/01/17.md

704 B

Come, follow me

ମୋହର ଅନୁଗମନ କର କିମ୍ବା “ମୋ ସହିତ ଆସ”

I will make you fishers of men

ଏହି ରୁପକର ଅର୍ଥ ଶିମୋନ ଓ ଆନ୍ଦ୍ରୀୟ ଈଶ୍ବରଙ୍କର ସତ୍ୟ ବାକ୍ୟ ଲୋକମାନଙ୍କୁ ଶିଖାଇବେ, ଏଣୁ ଅନ୍ୟମାନେ ମଧ୍ୟ ଯୀଶୁଙ୍କୁ ଅନୁଗମନ କରିବେ I ଅନ୍ୟଏକ ଅନୁବାଦରେ: “ମୁଁ ମନୁଷ୍ୟ ଧରିବା ଶିଖାଇବି ଯେପରି ତୁମେ ମାଛ ଧରିବା ଶିଖି ଅଚ୍ଛ” (ଦେଖ: rc://*/ta/man/translate/figs-metaphor)