or_tn/mrk/01/14.md

512 B

after John was arrested

ଯୋହନ କାରାରୁଦ୍ଧ ହେବା ପରେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ଯୋହନଙ୍କୁ ବନ୍ଦୀ କରିବା ପରେ” (ଦେଖ: rc://*/ta/man/translate/figs-activepassive)

proclaiming the gospel

ସେ ଅନେକ ଲୋକଙ୍କୁ ସୁସମାଚାର କହିଲେ