or_tn/mrk/01/08.md

1.1 KiB

but he will baptize you with the Holy Spirit

ଏହି ରୁପକ ଯୋହନଙ୍କ ଜଳରେ ବାପ୍ତିସ୍ମ ସହିତ ଭବିଷ୍ୟତରେ ପବିତ୍ର ଆତ୍ମାଙ୍କ ଦ୍ବାରା ଅଗ୍ନିରେ ବାପ୍ତିସ୍ମ ବିଷୟକୁ ତୁଳନା କରେ I ତାହାର ଅର୍ଥ ଯୋହନଙ୍କ ବାପ୍ତିସ୍ମ ଲୋକମାନଙ୍କୁ କେବଳ ସେମାନଙ୍କର ପାପରୁ ଶୁଚି କରିବାର ଏକ ସଙ୍କେତ ଥିଲା I ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିସ୍ମ ବାସ୍ତବରେ ସେମାନଙ୍କ ପାପରୁ ଶୁଚି କରେ I ଯଦି ସମ୍ଭବ ହୁଏ, “ବାପ୍ତିସ୍ମ” ପରି ବୁଝାପଡୁଥିବା ଏକ ଶବ୍ଦ ଏଠାରେ ବ୍ୟବହାର କର ଯେପରି ଦୁଇଟି ମଧ୍ୟରେ ଯୋହନଙ୍କର ବାପ୍ତିସ୍ମ ତୁଳନାତ୍ମକ ରହିବା ଉଚିତ I (ଦେଖ: rc://*/ta/man/translate/figs-metaphor)