or_tn/mrk/01/05.md

1.4 KiB

The whole country of Judea and all the people of Jerusalem

“ସମଗ୍ର ଦେଶ” ଶବ୍ଦସମୁହ ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ଦେଶରେ ବାସ କରନ୍ତି ଓ ସାଧାରଣଭାବରେ ବହୁ ସଂଖ୍ୟାରେ ଲୋକମାନଙ୍କୁ ବୁଝାଏ, କିନ୍ତୁ ଜଣ ଜଣ କରି ନୁହେଁ I ଅନ୍ୟଏକ ଅନୁବାଦରେ: “ଯିହୁଦା ଓ ଯିରୁଶାଲମରୁ ଅନେକ ଲୋକମାନେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-hyperbole]])

They were baptized by him in the Jordan River, confessing their sins

ସେମାନେ ଏକ ସମୟରେ ଏହିସବୁ କରନ୍ତି I ଲୋକମାନେ ବାପ୍ତିଜିତ ହୁଅନ୍ତି କାରଣ ସେମାନେ ସେମାନଙ୍କ ପାପରୁ ମନପରିବର୍ତ୍ତନ କରନ୍ତି I ଅନ୍ୟଏକ ଅନୁବାଦରେ: “ଯେତେବେଳେ ସେମାନେ ଆପଣା ଆପଣା ପାପରୁ ମନ ପରିବର୍ତ୍ତନ କଲେ , ଯୋହନ ସେମାନଙ୍କୁ ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ” (ଦେଖ: rc://*/ta/man/translate/figs-activepassive)