or_tn/mat/28/19.md

841 B

of all the nations

ଏଠାରେ “ଜାତି” ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଜାତିର ସମସ୍ତ ଲୋକମାନଙ୍କୁ” (ଦେଖ: rc://*/ta/man/translate/figs-metonymy)

into the name

ଏଠାରେ “ନାମ” ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଧିକାର ଦ୍ବାରା” (ଦେଖ: rc://*/ta/man/translate/figs-metonymy)

Father ... Son

ଏଗୁଡିକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟନ୍ତି ଯାହା ଯୀଶୁ ଓ ଈଶ୍ବରଙ୍କ ସମ୍ପର୍କକୁ ବର୍ଣ୍ଣନା କରେ (ଦେଖ: rc://*/ta/man/translate/guidelines-sonofgodprinciples)