or_tn/mat/28/13.md

4 lines
858 B
Markdown

# Say to others, 'Jesus' disciples came ... while we were sleeping.'
ଯଦି ତୁମ ଭାଷାରେ ଉଦ୍ଧୃତ ବାକ୍ୟ ମଧ୍ୟରେ ଅନ୍ୟ ଏକ ଉଦ୍ଧୃତ ବାକ୍ୟକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦେଉନାହିଁ ତେବେ ତୁମେ ହୁଏତ ଏହାକୁ ଗୋଟିଏ ଉଦ୍ଧୃତ ବାକ୍ୟରୁପେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନ୍ୟମାନଙ୍କୁ କୁହ ଯେ ଯୀଶୁଙ୍କ ଶିଷ୍ୟମାନେ ଆସିଲେ ... ଯେତେବେଳେ ତୁମ୍ଭେମାନେ ଶୋଇ ପଡିଥିଲ” (ଦେଖ: [[rc://*/ta/man/translate/writing-quotations]] ଓ [[rc://*/ta/man/translate/figs-quotations]])