or_tn/mat/28/05.md

550 B

the women

ମଗଦଲିନ ମରିୟମ ଓ ଅନ୍ୟ ମରିୟମ

who has been crucified

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ଲୋକମାନେ ଓ ସୈନ୍ୟମାନେ କୃଶରେ ହତ କଲେ” କିମ୍ବା “ଯାହାଙ୍କୁ ସେମାନେ କୃଶାର୍ପିତ କଲେ” (ଦେଖ: rc://*/ta/man/translate/figs-activepassive)