or_tn/mat/28/02.md

881 B
Raw Permalink Blame History

Behold

“ଦେଖ” ଶବ୍ଦ ଏଠାରେ ନିମ୍ନଲିଖିତ ଆଶ୍ଚର୍ଯ୍ୟ ବିଷୟ ପ୍ରତି ଧ୍ୟାନ ଦେବା ନିମନ୍ତେ ଆମମାନଙ୍କୁ ଚେତନା ଦିଏ I ତୁମ ଭାଷାରେ ଏପରି କରିବା ନିମନ୍ତେ ହୁଏତ ଉପାୟ ଥାଇପାରେ I

there was a great earthquake, for an angel of the Lord descended ... and rolled away the stone

ସାମ୍ଭାବିତ ଅର୍ଥଗୁଡିକ ୧) ଭୁମିକମ୍ପ ହେଲା କାରଣ ଦୁତ ଓହ୍ଲାଇ ଆସିଲେ ଓ ସେହି ପଥରଖଣ୍ଡିକ ଗଡାଇ ଦେଲେ କିମ୍ବା ) ଏକ ସମୟରେ ସମସ୍ତ ଘଟଣା ଘଟିଲା I

earthquake

ହଠାତ ଓ ଭୁମି କମ୍ପମାନ ହେଲା