or_tn/mat/27/intro.md

2.6 KiB

ମାଥିଉ ୨୭ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

“ତାହାଙ୍କୁ ଶାସନକର୍ତ୍ତା ପିଲାତଙ୍କ ହସ୍ତରେ ସମର୍ପଣ କଲେ“

ଯିହୁଦୀ ନେତାମାନେ ଯୀଶୁଙ୍କୁ ବଧ କରିବା ପୂର୍ବରୁ, ରୋମିୟ ଶାସନକର୍ତ୍ତା, ପିଲାତଙ୍କଠାରୁ ଅନୁମତି ଆବଶ୍ୟକ କରନ୍ତି I ଯେହେତୁ ରୋମର ବ୍ୟବସ୍ଥା ସେମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ଅନୁମତି ଦିଏ ନାହିଁ I ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଛା କରୁଥିଲେ, କିନ୍ତୁ ସେମାନେ ଜଣେ ଦେଶ ଦ୍ରୋହୀ ବାରବବାକୁ ମୁକ୍ତ କରିବାକୁ ଚାହିଁଲେ I

ସମାଧି

ଯେଉଁ ସମାଧିରେ ଯୀଶୁଙ୍କୁ ସମାଧି ଦିଆଯାଇଥିଲା ([ମାଥିଉ ୨୭:୬୦] (../../mat/27/60.md)) ସେହି ସମାଧିରେ ଧନୀ ଯିହୁଦୀ ପରିବାର ସେମାନଙ୍କର ମୃତବ୍ୟକ୍ତିଙ୍କୁ ସମାଧି କରନ୍ତି I ଏହା ପର୍ବତକୁ କଟାଯାଇ ଗୋଟିଏ ପ୍ରକୃତ ଗୃହ ପରି ଥିଲା I ଏଥିରେ ଗୋଟିଏ ପଟ ସମତଳ ଯେଉଁଠାରେ ସେମାନେ ଶରୀରକୁ ରଖିବେ ପରେ ସେହି ଶରୀରେ ତୈଳ ଓ କିଛି ଦ୍ରବ୍ୟ ମିଶାଇଲେ ଓ ଲୁଗାରେ ଗୋଡାଇ ଦେଲେ I ପରେ ସେମାନେ ସମାଧି ଦ୍ବାରରେ ଖଣ୍ଡିଏ ବଡ ପଥର ଦେଲେ ଯେପରି ଭିତରକୁ କେହି ଦେଖି ପାରିବେ ନାହିଁ କିମ୍ବା ପ୍ରବେଶ କରି ପାରିବେ ନାହିଁ I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ବିଦୃପ୍ତାତ୍ମକ ମନ୍ତବ୍ୟ

ସୈନିକ କହିଲେ, କଣ୍ଟା ମୁକୁଟ, ହେ ଯିହୁଦୀମାନଙ୍କ ରାଜା !” (ମାଥିଉ ୨୭:୨୯) ଯୀଶୁଙ୍କୁ ପରିହାସ କଲେ I ସେମାନେ ଭାବି ପାରୁ ନଥିଲେ ଯେ ସେ ଯିହୁଦୀମାନଙ୍କ ରାଜା ଥିଲେ I (ଦେଖ: rc://*/ta/man/translate/figs-irony)