or_tn/mat/27/52.md

1.4 KiB

The tombs were opened, and the bodies of the saints who had fallen asleep were raised

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସମାଧିକୁ ଉନ୍ମୁକ୍ତ କଲେ ଓ ମହାନିଦ୍ରା ପ୍ରାପ୍ତ ଅନେକ ସାଧୁ ଲୋକଙ୍କ ଶରୀର ଉତଥାପିତ ହେଲା” (ଦେଖ: rc://*/ta/man/translate/figs-activepassive)

the bodies of the saints who had fallen asleep were raised

ଏଠାରେ ଉତଥାପିତ କେହିଜଣେ ମୃତ ବ୍ୟକ୍ତିଙ୍କୁ ପୁନର୍ବାର ଜୀବିତ କରିବା ନିମନ୍ତେ ଏକ ରୁଢିପଦ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମହାନିଦ୍ରା ପ୍ରାପ୍ତ ଅନେକ ସାଧୁ ଲୋକଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ” (ଦେଖ: rc://*/ta/man/translate/figs-idiom)

fallen asleep

ଏହା ମୃତ୍ୟୁକୁ ସୁଚିତ କରୁଥିବା ପରିସ୍ଥିତିକୁ ନିର୍ଦ୍ଦେଶ କରେ I ଅନ୍ୟ ଏକ ଅନୁବାଦରେ: “ମରିଗଲେ” (ଦେଖ: rc://*/ta/man/translate/figs-euphemism)