or_tn/mat/27/43.md

1.1 KiB

Connecting Statement:

ଯିହୁଦୀ ନେତାଗଣ ଯୀଶୁଙ୍କୁ ପରିହାସ କରିବା ଜାରି ରଖିଲେ I

For he even said, 'I am the Son of God.'

ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଅନ୍ୟ ଏକ ଉଦ୍ଧୃତ ବାକ୍ୟ ଅଟେ I ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ତ କହିଥିଲା ମୁଁ ଈଶ୍ବରଙ୍କ ପୁତ୍ର” I (ଦେଖ: [[rc:///ta/man/translate/figs-quotesinquotes]] ଓ [[rc:///ta/man/translate/figs-quotations]])

Son of God

ଏହା ଖ୍ରୀଷ୍ଟଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କର ଘନିଷ୍ଠ ସମ୍ପର୍କକୁ ବର୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)